ନୂଆପଡା: ବିଧାନସଭାରେ ନୂଆପଡ଼ା ସମସ୍ୟା ଉଠାଇଲେ ବିଧାୟକ ଶ୍ରୀ ଢୋଲକିଆ
ନୂଆପଡ଼ା ବିଧାୟକ ଶ୍ରୀ ଢୋଲକିଆ ବିଧାନସଭାରେ ନିଜ ଅଞ୍ଚଳର ସମସ୍ୟା ଉପସ୍ଥାପନ କରିଛନ୍ତି। ବିପର୍ଯ୍ୟୟ ପରିଚାଳନା ଓ ବିକାଶମୂଳକ କାର୍ଯ୍ୟ ପାଇଁ ସରକାରଙ୍କ ପ୍ରତିବଦ୍ଧତା ବିଷୟରେ କହିବା ସହ ଗୃହରେ ବିରୋଧୀଙ୍କ ହଟ୍ଟଗୋଳକୁ ନିନ୍ଦା କରିଛନ୍ତି।