Public App Logo
Jansamasya
���िधायक
Congress
Modi
Delhi
Viral
Jharkhand
Rajasthan
Breakingnews
Narendramodi
Nitishkumar
Madhya_pradesh
Madhyapradesh
Pmmodi
Rahulgandhi
Haryana
Crimenews
Education
Bareilly
Agra
Cbi
Politics
Abvp
���ायल
Fatehpur
Jodhpur
Amitshah
Uppolice
Punjab
Pratapgarh

ଲାଞ୍ଜିଗଡ: ତଳକାଳିମା ଗାଁରେ ଜଙ୍ଗଲି ହାତୀ ଉପଦ୍ରବ, ଖଳାରେ ଅମଳ କରି ରଖି ଥିବା ଧାନକୁ ନଷ୍ଟ କଲେ ହାତୀପଲ l

Lanjigarh, Kalahandi | Nov 27, 2025
କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ବିଜେପୁର ସେକ୍ସନ ତଳକାଳିମା ଗାଁରେ ପୁଣି ଜଙ୍ଗଲୀ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି।ନିକଟସ୍ଥ ଜିମିରି ଜଙ୍ଗଲରେ ୧୬ ଟିକିଆ ହାତୀପଲ ରହିଥିବାବେଳେ ଗୁରୁବାର ବିଳମ୍ବିତ ରାତିରେ ହାତୀ ପଲ ଆସି ବିଜେପୁର ପଞ୍ଚାୟତ ତଳକାଳିମା ଗାଁର ମଦନ ମାଝୀ, ସୁନାଧାର ଗୌଡ଼, ପଦ୍ମା ଗୌଡ଼, ଡାକେ ମାଝୀ, ରୂପା ମାଝୀ ଓ ମଧୁ ମାଝୀ ଅମଳ ପାଇଁ ଗାଁ ନିକଟ ଖଳାରେ ରଖିଥିବା ଧାନ କୁ ଖାଇବା ସହ ଫିଙ୍ଗା ଫୋପଡ଼ା କରି ନଷ୍ଟ କରିଦେଇଛନ୍ତି l