Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Nda
School
Cbi
Politics

ମାଲକାନଗିରି: ମାଥିଲି ବ୍ଲକ ଗଡିଆଳି ଗ୍ରାମ ଗସ୍ତ କରି ଲଗାଣ ବର୍ଷାରେ ଘର ଭାଙ୍ଗି କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ଭେଟିଲେ ଚିତ୍ରକୋଣ୍ଡା ବିଧାୟକ

ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଗଡିଆଳି ଗ୍ରାମ ଆଜି ଦିନ ୩ଟା ସମୟରେ ଗସ୍ତ କରିଥିଲେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ। ତେବେ ଗତ ୨ ଦିନର ଲଗାଣ ବର୍ଷା ଫଳରେ ଗଡ଼ିଆଳି ଗ୍ରାମର କିଛି ଲୋକଙ୍କ ମାଟି ଘର ଭୁଷୁଳି ପଡିଥିଲା। ଏହି ଖବର ଆଜି ବିଧାୟକ ଶୁଣି ସଙ୍ଗେ ସଙ୍ଗେ ଉକ୍ତ ଗ୍ରାମରେ ପହଞ୍ଚି ଲୋକମାନଙ୍କ ସମସ୍ୟା ସ୍ଥାନୀୟ ପ୍ରଶାସନକୁ ଅବଗତ କରାଇ ସେମାନଙ୍କୁ ସହାୟତା କରିଥିଲେ। ବିଧାୟକଙ୍କ ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

MORE NEWS

ମାଲକାନଗିରି: ମାଥିଲି ବ୍ଲକ ଗଡିଆଳି ଗ୍ରାମ ଗସ୍ତ କରି ଲଗାଣ ବର୍ଷାରେ ଘର ଭାଙ୍ଗି କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ଭେଟିଲେ ଚିତ୍ରକୋଣ୍ଡା ବିଧାୟକ - Malkangiri News