Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
राजनीति
मौत
बीजेपी
भाजपा
विधायक
Congress
Accident
Modi
Delhi
Viral
राजस्थान
Odisha
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Pmmodi
Kerala
Rahulgandhi
स्कूल

ସୋର: ବାଲିକିତିରଣ ପଡିଆ ନିକଟରେ ପୋତା ଯାଇଥିବା ଶିଶୁର ଅଂଶ ବିଶେଷକୁ ଖୋଳି ଜବତ କରି ବ୍ୟବଛେଦ କଲା ସୋର ପୁଲିସ

Soro, Balasore | Dec 16, 2025
ସୋମବାର ଅପରାହ୍ଣରେ ବାହାନଗା ବ୍ଲକ ବାଲିକିତିରଣ ଖେଳ ପଡିଆ ନିକଟରେ ଥିବା ଏକ ବାଉଁଶ ବୁଦାମୁଳରେ ୩/୪ଟି କୁକୁର ଏକ ନବଜାତ ମୃତ ଶିଶୁର ମୁଣ୍ଡ ଓ ଜଙ୍ଘକୁ ଝୁଣି ଖାଉଥିବାର କିଛି ଲୋକ ଦେଖି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଅନନ୍ତପୁର ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହର ବିଭିନ୍ନ ଅଂଶକୁ ଜବତ କରି ଗାଁ ପଡ଼ିଆରେ ପୋତିଥିଲେ। ପୁଲିସ ସ୍ଥାନୀୟ ଅଞ୍ଚଳର ଆଶା କର୍ମାଙ୍କୁ ଡାକି ଏବାବଦରେ ପଚରାଉଚରା କରିଥିବା ବେଳେ ଆଖପାଖ ଅଞ୍ଚଳରେ କୌଣସି ଶିଶୁ ନିକଟ ଅତୀତରେ ଜନ୍ମ ହୋଇନଥିବା ଜଣାପଡ଼ିଥିଲା।ଖବର ପ୍ରକାଶିତ ହେବା ପରେ ସୋର ପୁଲିସ ଶବକୁ ଜବତ କରି ବ୍ୟବଛେଦ କରିଛି।
ସୋର: ବାଲିକିତିରଣ ପଡିଆ ନିକଟରେ ପୋତା ଯାଇଥିବା ଶିଶୁର ଅଂଶ ବିଶେଷକୁ ଖୋଳି ଜବତ କରି ବ୍ୟବଛେଦ କଲା ସୋର ପୁଲିସ - Soro News