କଟକ ପୌରାଞ୍ଚଳ: କଟକସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଇଶାଣୀବ୍ରହ୍ମପୁର ପଞ୍ଚାୟତର ଖେଣ୍ଟାଳ ଗ୍ରାମଠାରେ ରବିବାର ବିଭିନ୍ନ କାର୍ଯ୍ୟକ୍ରମ ଶିଳାନ୍ୟାସ ଅନୁଷ୍ଠିତ।
କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଇଶାଣୀବ୍ରହ୍ମପୁର ପଞ୍ଚାୟତ ର ଖେଣ୍ଟାଳ ଗ୍ରାମ ଠାରେ ରବିବାର ଦିନ ୪ଟାରେ ସାଂସଦ ଶ୍ରୀ ଭର୍ତୁହରି ମହତାବ ଓ ଜିଲ୍ଲାପାଳ , ବ୍ଲକ ଅଧିକାରି ଙ୍କ ସହ ଯୋଗ ଦେଇ ଆଦିଶକ୍ତି ଇଣ୍ଡଷ୍ଟ୍ରିଆଲ୍ ପାର୍କ ର ଶୁଭଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲି .ଏହି ପାର୍କ ଗ୍ରାମୀଣ ଯୁବଶକ୍ତିକୁ ନିଜ ଦକ୍ଷତା ଦେଖାଇବା, ନିଜର କ୍ଷେତ୍ରରେ ଉଦ୍ୟୋଗ ଆରମ୍ଭ ପାଇଁ ପ୍ରୋତ୍ସାହିତ କରିବ।