ସମ୍ବଲପୁର ମ୍ୟୁନିସିପାଲଟି: ଅଲ ଓଡିଶା ରାଇସ ମିଲର୍ସ ଆସୋସିଏସନ ବା ଅରୋମାର ସମ୍ବଲପୁର ବରେଇପାଲି ଠାରେ ଥିବା ଏକ ହୋଟେଲରେ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ
ଅଲ ଓଡିଶା ରାଇସ ମିଲର୍ସ ଆସୋସିଏସନ ବା ଅରୋମାର ସମ୍ବଲପୁର ବରେଇପାଲି ଠାରେ ଥିବା ଏକ ହୋଟେଲ ରେ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ | ବୈଠକରେ ସରକାରଙ୍କୁ ଚରମବାଣୀ ଶୁଣାଇଲେ ଅରୋମା ସଦସ୍ୟ | ସମ୍ବଲପୁରରେ ବୈଠକ ପରେ ଦାବି ପୂରଣ ନହେଲେ ଧାନ ରଖିବେ ନାହିଁ ବୋଲି ରୋକଠୋକ ଶୁଣାଇଲା ସଂଘ | ରାସ୍ତାରୋକ ଭୟରେ ସରକାର ଆମ ପାଖକୁ ଧାନ ଡାଇଭର୍ଟ କରିଛି ହେଲେ ଆମେ ଧାନ ରଖିବୁ ନାହିଁ ବୋଲି ସଂଘ କହିଛି | ୪୦ କିଲୋମିଟର ଉପରକୁ ଗଲେ କିଲୋମିଟର କୁ ୪୨ ପଇସା ଗାଡି ଭଡାଥିବା ଥିବାବେଳେ ତାହା ହ୍ରାସ କରି ୨୮ ପଇସା କରାଯାଇଥିବା ଯୋଗୁଁ ମିଲର୍ସ ସଂଘ ଅସନ୍ତୋଷ ବ୍ୟକ୍ତ କରିଛନ୍ତି l ଏହା ସହ କଷ୍ଟୋଡ