ସମ୍ବଲପୁର ମ୍ୟୁନିସିପାଲଟି: ବୁର୍ଲା ଥାନା ଅନ୍ତର୍ଗତ ସମ୍ବଲପୁର ବିଶ୍ୱବିଦ୍ୟାଳୟ ନିକଟରେ ସଡ଼କ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ବୁର୍ଲା ଥାନା ଅନ୍ତର୍ଗତ ସମ୍ବଲପୁର ବିଶ୍ୱବିଦ୍ୟାଳୟ ନିକଟରେ ସଡ଼କ ଦୁର୍ଘଟଣା l ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ 5 ଟା ସମୟରେ ଏକ ପାଣି ଟେଙ୍କର କୁ ଆମ ବସ ଧକ୍କା ଦେଇଥିଲା l ତେବେ ଏହି ଦୁର୍ଘଟଣା ରେ ବସରେ ଥିବା କୌଣସି ଯାତ୍ରୀଙ୍କ କିଛି ହେଇ ନଥିଲା l ତୁରନ୍ତ ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରିଥିଲେ l ଘଟଣାସ୍ଥଳରେ ବୁର୍ଲା ପୋଲିସ ପହଞ୍ଚି ବସ ଓ ପାଣି ଟେଙ୍କର କୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି l