Public App Logo
Jansamasya
National
Bihar
Madhya_pradesh
Indianrailways
Kalpanachawla
New_delhi
Chandigarh
South_delhi
Shahdara
Beattheheat
North_east_delhi
Nagaland
East_delhi
West_delhi
Bipinrawat
Railone
North_west_delhi
Thodadhyanse
Cds
Educationforall
Railsafety
Chaitranavratri
Smartrailyatri
Indianrailway
Notoadulteration
Railinfra4jharkhand
Safetyfirst
Amritstation
Railinfra4westbengal

ସମ୍ବଲପୁର ମ୍ୟୁନିସିପାଲଟି: ମହାନଗର ନିଗମ ଅନ୍ତର୍ଗତ ଗୋବିନ୍ଦତୋଲା ମାର୍କେଟର ନିର୍ମାଣ କାର୍ଯ୍ୟକୁ ପରିଦର୍ଶନ କଲେ ମହାନଗର ନିଗମ କମିଶନର

Sambalpur M, Sambalpur | Nov 29, 2025
ମହାନଗର ନିଗମ ଅନ୍ତର୍ଗତ ଗୋବିନ୍ଦତୋଲା ମାର୍କେଟରେ ଚାଲୁଥିବା ନିର୍ମାଣ କାମକୁ ପରିଦର୍ଶନ କଲେ ମହାନଗର ନିଗମ କମିଶନର ମିଳିଥିବା ସୂଚନା ଅନୁଯାଇ ଆଜି ଦିନ ପ୍ରାୟ 11.30ରେ କମିଶନର ଓ ଅନ୍ୟ ଅଧିକାରୀମାନଙ୍କ ସହ ଘଟଣାସ୍ଥଳରେ ପହଁଚି ଏହାର ପ୍ରଗତି ଏବଂ ସମୟ ମଧ୍ୟରେ ସମାପ୍ତି ନିଶ୍ଚିତ କରିବା ପାଇଁ SMC କମିଶନର୍ ମୂଲ୍ୟାଙ୍କନ କରିଥିବା ସୂଚନା ମିଳିଛି l