ଅନୁଗୋଳ: ଦେଉଳବେଡ଼ା ଗ୍ରାମ ନିକଟରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଯୁବ ସମ୍ମିଳନୀ
Anugul, Angul | Nov 2, 2025 ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ଦେଉଳବେଡ଼ା ଗ୍ରାମ ନିକଟରେ ରବିବାର ଅପରାହ୍ନ ଚାରିଟା ବେଳେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର କର୍ମକର୍ତ୍ତା ମାନେ ଯୋଗ ଦେଇଥିବା ସୂଚନା ମିଳିଛି।