ବାରିପଦା ସଦର: ମୟୂରଭଞ୍ଜରେ ଟ୍ରାନ୍ସଫର୍ମର ତାର ଚୋରି, ୮ ଦିନ ହେଲା ଅନ୍ଧାରରେ ବାରଟି ଗାଁ
ମୟୂରଭଞ୍ଜ ଜିଲ୍ଲା ଉଦଳା ଓ କପ୍ତିପଦା ଅଞ୍ଚଳରେ ଟ୍ରାନ୍ସଫର୍ମର ତାର ଚୋରି ଯୋଗୁଁ ବାରଟି ଗାଁ ଅନ୍ଧାରରେ। ଗତ ଆଠ ଦିନ ହେଲା ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।