ଭଦ୍ରକ ଗ୍ରାମାଞ୍ଚଳ: ରାଉତ ପଡାରେ କୁତ୍ରୀମ ବନ୍ଯା ଉବୁଟୁବୁ ହେଉଛନ୍ତି ଗ୍ରାମ ବାସୀ ଙ୍କ ସମେତ ଛୋଟ ଛୁଆ ମାନେ। janasamsya#
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଭାଟପଡା ଗ୍ରାମ ପଞ୍ଚାୟତ ରାଉତ ପଡ଼ା ରେ ଅସରାଏ ବର୍ଷା ରେ କୁତ୍ରୀମ ବନ୍ଯା ଦେଖିବାକୁ ମିଳିଛି। ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମ ବାସୀ। ଅଙ୍ଗନୱାଡ଼ି ଛୁଆଙ୍କ ଠାରୁ ଆରମ୍ଭ କରି କୁନି କୁନି ସ୍କୁଲ ଛୁଆ ମାନେ ସ୍କୁଲ ଜିବା ଆସିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡ଼ିଓ ଙ୍କୁ କହିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଆଜି ଦିନ ୪ ଘଟିକା ସମୟରେ ଖବରଟି ହସ୍ତଗତ ହୋଇଛି। ବିଭାଗୀୟ ଅଧିକାରୀଙ୍କ ବାଇଟ ମିଳିପାରିନାହିଁ।