ସାନାଖେମୁଣ୍ଡି: ଗଞ୍ଜାମର ସାନଖେମୁଣ୍ଡିରେ ଜିଲ୍ଲାସ୍ତରୀୟ ଜନଶୁଣାଣି ଶିବିର ସଫଳ
Sanakhemundi, Ganjam | Aug 17, 2026
ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ପଞ୍ଚାୟତ ସମିତି ପରିସରରେ ଜିଲ୍ଲାସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାପାଳଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଅଭିଯୋଗ ଓ ସମସ୍ୟାଗୁଡିକୁ ସୁଣିଥିଲେ।