Public App Logo
Jansamasya
News
Maharashtra
Bjp
National
Police
Bihar
India
कांग्रेस
मौत
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka
Aap

କୋରାପୁଟ ସହର: କୋରାପୁଟ ଜିଲ୍ଲାକୁ ଶୁକ୍ରବାର ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ୟେଲୋ ୱାର୍ନିଂ ଜାରି କରିଛି ରାଜ୍ୟ ପାଣିପାଗ ବିଜ୍ଞାନ କେନ୍ଦ୍ର

Koraput Town, Koraput | Sep 4, 2025
କୋରାପୁଟ ଜିଲ୍ଲାରେ ଆସନ୍ତା କାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ୟେଲୋ ୱାର୍ନିଂ ଜାରି କରିଛି ରାଜ୍ୟ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜି ଅପରାହ୍ନ ୪ଟା ସମୟରେ ଏନେଇ କୋରାପୁଟ ଜିଲ୍ଲାକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ସହ ଘଡ଼ଘଡ଼ି ସମ୍ଭାବନା ରହିଛି।

MORE NEWS

ରଥଯାତ୍ରାର ଗୋଟିଏ ଦିନ ପରେ ଜୟପୁରରେ ରଥ ଟଣା ହୁଏ କାହିଁକି ? ଏହାକୁ ନେଇ ଭିନ୍ନ ଭିନ୍ନ ଉତ୍ତର ମିଳୁଛି। ଆପଣଙ୍କ ଏ ସଂପର୍କରେ କିଛି ଜାଣନ୍ତି କି?

ରଥଯାତ୍ରାର ଗୋଟିଏ ଦିନ ପରେ ଜୟପୁରରେ ରଥ ଟଣା ହୁଏ କାହିଁକି ? ଏହାକୁ ନେଇ ଭିନ୍ନ ଭିନ୍ନ ଉତ୍ତର ମିଳୁଛି। ଆପଣଙ୍କ ଏ ସଂପର୍କରେ କିଛି ଜାଣନ୍ତି କି?

Koraput Town, Koraput | Jul 17, 2026

🙏 କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ମହା ଆଡମ୍ବରରେ ପାଳିତ ହେଲା ପବିତ୍ର ରଥଯାତ୍ରା 🙏

କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ଭକ୍ତି, ଶ୍ରଦ୍ଧା ଓ ଉତ୍ସାହର ସହ ମହା ଆଡମ୍ବରରେ ପବିତ୍ର ରଥଯାତ୍ରା ପାଳନ କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥ ଟାଣିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା।

"ଜୟ ଜଗନ୍ନାଥ" ଧ୍ୱନିରେ ସମଗ୍ର ଅଞ୍ଚଳ ଭକ୍ତିମୟ ହୋଇଉଠିଥିଲା। ରଥଯାତ୍ରା ଅବସରରେ ସୁନ୍ଦର ସାଜସଜ୍ଜା, ଭଜନ-କୀର୍ତ୍ତନ ଓ ଭକ୍ତମାନଙ୍କ ଅପାର ଉତ୍ସାହ ଉତ୍ସବକୁ ଆହୁରି ଆକର୍ଷଣୀୟ କରିଥିଲା।

ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ପାଇ ଭକ୍ତମାନେ ନିଜକୁ ଧନ୍ୟ ମନେ କରିଥିଲେ।

🙏 ଜୟ ଜଗନ୍ନାଥ 🙏

#Koraput #ShabarSrikhetra #RathYatra #JaiJagannath #Odisha #JagannathCulture

🙏 କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ମହା ଆଡମ୍ବରରେ ପାଳିତ ହେଲା ପବିତ୍ର ରଥଯାତ୍ରା 🙏 କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ଭକ୍ତି, ଶ୍ରଦ୍ଧା ଓ ଉତ୍ସାହର ସହ ମହା ଆଡମ୍ବରରେ ପବିତ୍ର ରଥଯାତ୍ରା ପାଳନ କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥ ଟାଣିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। "ଜୟ ଜଗନ୍ନାଥ" ଧ୍ୱନିରେ ସମଗ୍ର ଅଞ୍ଚଳ ଭକ୍ତିମୟ ହୋଇଉଠିଥିଲା। ରଥଯାତ୍ରା ଅବସରରେ ସୁନ୍ଦର ସାଜସଜ୍ଜା, ଭଜନ-କୀର୍ତ୍ତନ ଓ ଭକ୍ତମାନଙ୍କ ଅପାର ଉତ୍ସାହ ଉତ୍ସବକୁ ଆହୁରି ଆକର୍ଷଣୀୟ କରିଥିଲା। ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ପାଇ ଭକ୍ତମାନେ ନିଜକୁ ଧନ୍ୟ ମନେ କରିଥିଲେ। 🙏 ଜୟ ଜଗନ୍ନାଥ 🙏 #Koraput #ShabarSrikhetra #RathYatra #JaiJagannath #Odisha #JagannathCulture

Koraput Town, Koraput | Jul 17, 2026

#ହାତରେ_ମହାପ୍ରଭୁ_ଜଗନ୍ନାଥଙ୍କ_ଟାଟୁ
ହାତରେ ମହାପ୍ରଭୁ ଜଗନ୍ନାଥଙ୍କ ଟାଟୁ କରି ଏବେ ଚର୍ଚ୍ଚାରେ କୋଟପାଡ଼ର ଜଣେ ଯୁବକ #Kotpad #Jaijagannath #viralvideo #fbviralvideo #nonfollowers #kotpadbreakingnews

#ହାତରେ_ମହାପ୍ରଭୁ_ଜଗନ୍ନାଥଙ୍କ_ଟାଟୁ ହାତରେ ମହାପ୍ରଭୁ ଜଗନ୍ନାଥଙ୍କ ଟାଟୁ କରି ଏବେ ଚର୍ଚ୍ଚାରେ କୋଟପାଡ଼ର ଜଣେ ଯୁବକ #Kotpad #Jaijagannath #viralvideo #fbviralvideo #nonfollowers #kotpadbreakingnews

Koraput Town, Koraput | Jul 17, 2026

#ଗୋଡ଼_ମୋଡିଦେଲେ_କୋଟପାଡ଼_ବିଧାୟକ 
କୁନ୍ଦୁରା ରଥଯାତ୍ରାରେ ରଥ ଟାଣିବା ସମୟରେ ହଠାତ୍ ଅଚେତ୍ ହୋଇଯାଇଥିବା ବ୍ୟକ୍ତିକୁ ସେବା ଯୋଗାଇବା ସହ ଗୋଡ଼ ମୋଡି ଦେଲେ କୋଟପାଡ଼ ବିଧାୟକ ରୁପୁ ଭତ୍ରା #KotpadConstitution #Kundura #mlakotpad #kotpadbreakingnews

#ଗୋଡ଼_ମୋଡିଦେଲେ_କୋଟପାଡ଼_ବିଧାୟକ କୁନ୍ଦୁରା ରଥଯାତ୍ରାରେ ରଥ ଟାଣିବା ସମୟରେ ହଠାତ୍ ଅଚେତ୍ ହୋଇଯାଇଥିବା ବ୍ୟକ୍ତିକୁ ସେବା ଯୋଗାଇବା ସହ ଗୋଡ଼ ମୋଡି ଦେଲେ କୋଟପାଡ଼ ବିଧାୟକ ରୁପୁ ଭତ୍ରା #KotpadConstitution #Kundura #mlakotpad #kotpadbreakingnews

Koraput Town, Koraput | Jul 16, 2026

🙏 କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ମହାଆଡମ୍ବରରେ ପାଳିତ ହେଲା ପବିତ୍ର ରଥଯାତ୍ରା 🚩🛕

କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପବିତ୍ର ରଥଯାତ୍ରା ମହାଆଡମ୍ବର ସହ ପାଳିତ ହୋଇଛି। ହଜାର ହଜାର ଭକ୍ତ ରଥ ଟାଣି ପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ। ଏହି ଅବସରରେ ଭକ୍ତମାନଙ୍କ ପାଇଁ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଭକ୍ତି, ଆଧ୍ୟାତ୍ମିକତା ଓ ସେବାର ଅପୂର୍ବ ସମନ୍ୱୟରେ ସମଗ୍ର ଶ୍ରୀକ୍ଷେତ୍ର ଉତ୍ସବମୁଖର ହୋଇଉଠିଥିଲା।

ଜୟ ଜଗନ୍ନାଥ। 🙏

#RathaYatra #Koraput #ShabarSrikhetra #Mahaprasad #JaiJagannath #Odisha

🙏 କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ମହାଆଡମ୍ବରରେ ପାଳିତ ହେଲା ପବିତ୍ର ରଥଯାତ୍ରା 🚩🛕 କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପବିତ୍ର ରଥଯାତ୍ରା ମହାଆଡମ୍ବର ସହ ପାଳିତ ହୋଇଛି। ହଜାର ହଜାର ଭକ୍ତ ରଥ ଟାଣି ପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ। ଏହି ଅବସରରେ ଭକ୍ତମାନଙ୍କ ପାଇଁ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଭକ୍ତି, ଆଧ୍ୟାତ୍ମିକତା ଓ ସେବାର ଅପୂର୍ବ ସମନ୍ୱୟରେ ସମଗ୍ର ଶ୍ରୀକ୍ଷେତ୍ର ଉତ୍ସବମୁଖର ହୋଇଉଠିଥିଲା। ଜୟ ଜଗନ୍ନାଥ। 🙏 #RathaYatra #Koraput #ShabarSrikhetra #Mahaprasad #JaiJagannath #Odisha

Koraput Town, Koraput | Jul 16, 2026

କୋରାପୁଟ ସହର: କୋରାପୁଟ ଜିଲ୍ଲାକୁ ଶୁକ୍ରବାର ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ୟେଲୋ ୱାର୍ନିଂ ଜାରି କରିଛି ରାଜ୍ୟ ପାଣିପାଗ ବିଜ୍ଞାନ କେନ୍ଦ୍ର - Koraput Town News