ଜଟଣୀ: ବ୍ଲକ ସମ୍ମୁଖରେ ମିଶନ ଶକ୍ତି ମହିଳାଙ୍କ ଜୋରଦାର ବିକ୍ଷୋଭ
Jatani, Khordha | Sep 27, 2025 ବ୍ଲକ ସମ୍ମୁଖରେ ମିଶନ ଶକ୍ତି ମହିଳାଙ୍କ ଜୋରଦାର ବିକ୍ଷୋଭ ଜଟଣୀ ବ୍ଲକ ସମ୍ମୁଖରେ ମିଶନ ଶକ୍ତି ମହିଳାଙ୍କ ଜୋରଦାର ବିକ୍ଷୋଭ ଅନୁଷ୍ଠିତ | ଏହି କାର୍ଯ୍ୟକ୍ରମ ଆଜି ଅପରାହ୍ନ 5 ଘଣ୍ଟିକା ସମୟରେ ଶେଷ ହୋଇଥିଲା |