କଟକ ପୌରାଞ୍ଚଳ: କଟକ ମାରୱାଡି ସମାଜର ନବ ସଭାପତି ସଞ୍ଜୟ ଶର୍ମାଙ୍କୁ ଶୁଭେଚ୍ଛା ଜଣାଇଲେ ଦେବାଶିଷ ସାମନ୍ତରାୟ
କଟକ ମାରୱାଡି ସମାଜର ନବ ନିର୍ବାଚିତ ସଭାପତି ସଞ୍ଜୟ ଶର୍ମାଙ୍କୁ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଶୁଭେଚ୍ଛା ଜଣାଇଛନ୍ତି। ସେମାନେ ସଞ୍ଜୟ ଶର୍ମା ଓ ତାଙ୍କ ଟିମ୍ ସହ ବିଭିନ୍ନ ସମାଜିକ ଓ ସଂଗଠନାତ୍ମକ ମୁଦ୍ଦା ଉପରେ ଆଲୋଚନା କରିବା ସହ ନୂତନ କାର୍ଯ୍ୟକାଳର ସଫଳତାର ପାଇଁ ଶୁଭେଚ୍ଛା ଜଣାଇଛନ୍ତି।