Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Up
Iyc
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi

ସମ୍ବଲପୁର ମ୍ୟୁନିସିପାଲଟି: ଧନକଉଡା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜାତୀୟ ପୁରସ୍କାର ମିଳିବାପରେ ସମ୍ବଲପୁର କଚେରୀ ଛକରେ ହୀରାଲାଲ ବେହେରାଙ୍କ ପ୍ରତିକ୍ରିୟା

Sambalpur M, Sambalpur | Jul 16, 2025
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଧନକଉଡା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସମ୍ମାନ ଜନକ ରାଷ୍ଟ୍ରୀୟ ଗୁଣବତ୍ତା ସୂଚକ ମାନଦଣ୍ଡ ପୁରସ୍କାର ମିଳିଛି। ଏନେଇ ଆଜି ସଂଧ୍ୟାରେ ଧନକଉଡା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଜନ ଆରୋଗ୍ୟ ସମିତିର ସଭ୍ୟ ହୀରାଲାଲ ବେହେରା ନିଜ ପ୍ରତିକ୍ରିୟା ରଖିଛନ୍ତି।ଏହି ପୁରସ୍କାର ପାଇବା ପରେ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ପୁରସ୍କୃତ ଦଳ ତଥା ନଗର କାର୍ଯ୍ୟକ୍ରମ ପରିଚାଳନା ବିଭାଗ, ସମ୍ବଲପୁର କୁ ଶୁଭେଚ୍ଛା ଜଣାଇଛନ୍ତି Iଏନେଇ ସମ୍ବଲପୁର କଚେରୀ ଛକଠାରେ ହୀରାଲାଲ ବେହେରା ନିଜ ପ୍ରତିକ୍ରିୟା ରଖିଥିଲେ।

MORE NEWS

ସମ୍ବଲପୁର ମ୍ୟୁନିସିପାଲଟି: ଧନକଉଡା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜାତୀୟ ପୁରସ୍କାର ମିଳିବାପରେ ସମ୍ବଲପୁର କଚେରୀ ଛକରେ ହୀରାଲାଲ ବେହେରାଙ୍କ ପ୍ରତିକ୍ରିୟା - Sambalpur M News