ପାଲଲହଡା: ପାଲଲହଡ଼ା ଶ୍ରୀରାମପୁରରେ ପଙ୍କଜ ମେମୋରିଆଲ କ୍ରିକେଟ ପ୍ରତିଯୋଗିତା ଉଦ୍ଘାଟିତ
ପାଲଲହଡ଼ା ବ୍ଲକ ଶ୍ରୀରାମପୁର ଗ୍ରାମରେ ଆୟୋଜିତ ପଙ୍କଜ ମେମୋରିଆଲ କ୍ରିକେଟ ପ୍ରତିଯୋଗିତାକୁ ବିଧାୟକ ଅଶୋକ ମହାନ୍ତି ଉଦ୍ଘାଟନ କରିଛନ୍ତି। ସେ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ଆୟୋଜକ କମିଟି ଓ ଗ୍ରାମବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି।