କଟକ ପୌରାଞ୍ଚଳ: ଡମପଡ଼ାରେ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ବିଧାୟକ ଓ ଉପଜିଲ୍ଲାପାଳ
ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଓ ଉପଜିଲ୍ଲାପାଳ ମୋନୋସ୍ଵିନୀ ଦାସ ଡମପଡ଼ା ବ୍ଲକର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିଛନ୍ତି। ବିପର୍ଯ୍ୟୟ ମୁକାବିଲା ପାଇଁ ଆଶ୍ରୟସ୍ଥଳୀରେ ଥିବା ସୁବିଧା ଓ ପ୍ରସ୍ତୁତିର ସମୀକ୍ଷା କରାଯାଇଛି।