Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Jharkhand
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Nda
School
Cbi
Mathura
Fatehpur
Jodhpur

ସଦର: ତାଳପଦର ଛକ ନିକଟରେ ବାଇକ୍ ଦୁର୍ଘଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ବେଳେ ଗୁରୁତର ଯୁବକଙ୍କ ମୃତ୍ୟୁ

Sadar, Kalahandi | Nov 5, 2025
ବୁଧବାର ଅପରାହ୍ନରେ କଲମପୁର ଜୁନାଗଡ଼ ମୁଖ୍ୟ ରାସ୍ତାର ତାଲପଦର ଛକ ବୁଲାଣି ନିକଟରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଯୁବକର ମୃତ୍ୟୁ ଘଟିଛି। ଜୁନାଗଡ଼ ପୁଲିସ ଥାନା ଅଧିନସ୍ଥ ଦାସିଗାଁ ମାଲପଡା ର ଟିଙ୍କୁ ନାଏକ ଏବଂ ରଞ୍ଜନ ନାଏକ ନାମକ ଦୁଇ ଯୁବକ ଏକ ବାଇକ୍ ଯୋଗେ କଲମପୁର ପଟକୁ ଆସୁଥିବା ବେଳେ ତାଲପଦର ଛକ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହେଇଥିଲେ। ଟିଙ୍କୁ ନାଏକ କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଥିଲା। କିନ୍ତୁ ଅଧା ବାଟରେ ଟିଙ୍କୁର ମୃତ୍ୟୁ ଘଟିଛି। ବର୍ତମାନ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ମୃତ ଦେହ ରଖାଯାଇଛି।
ସଦର: ତାଳପଦର ଛକ ନିକଟରେ ବାଇକ୍ ଦୁର୍ଘଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ବେଳେ ଗୁରୁତର ଯୁବକଙ୍କ ମୃତ୍ୟୁ - Sadar News