Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Jharkhand
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Nda
School
Cbi
Mathura
Fatehpur
Jodhpur

କୁଚିଣ୍ଡା: କୁଚିଣ୍ଡା ରେ ପୁଣି ଖୋଲିଲା ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟାଳୟ, ଉଦଘାଟନ କଲେ ମନ୍ତ୍ରୀ ରବି ନାଏକ

Kochinda, Sambalpur | Jul 5, 2025
ଗତ ୩ ବର୍ଷ ରୁ ଉର୍ଦ୍ଧ ହେବ କୁଚିଣ୍ଡା ସ୍ଥିତ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟ ଓ ପାଠାଗାର ବନ୍ଦ ହୋଇ ଅଚଳ ଅବସ୍ଥା ରେ ରହିଥିଲା। ହେଲେ ଲୋକ ସମ୍ପର୍କ ଅଧିକାରୀ ଙ୍କ ନିଯୁକ୍ତ ସହ ଉକ୍ତ କାର୍ଯ୍ୟାଳୟ କୁ ଖୋଲିବା ପାଇଁ ସାମ୍ବାଦିକ ସଙ୍ଘ ପକ୍ଷରୁ ଆନ୍ଦୋଳନ ମଧ୍ୟ କରାଯାଇଥିଲା। ଶନିବାର ସନ୍ଧ୍ୟା ପ୍ରାୟ ୫ ଟା ସମୟ ରେ ଉକ୍ତ ଅଫିସ ପୁନଃ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଏହାକୁ ଉଦଘାଟନ କରିଥିଲେ।