ଗଂଜେଇ ଗଛ ନଷ୍ଟ କଲା ପୋଲିସ କଣ୍ଟାମାଲ ଅଞ୍ଚଳରେ ବେଆଇନ ହଜାର ହଜାର ଏକର ରେ ଗଂଜେଇ ଚାଷ ହୋଇଛି ଫଳରେ ବିଭିନ୍ନ ଜଙ୍ଗଲ ରେ ଚଢ଼ାଉ କରି ଗଂଜେଇ ଗଛ କାଟୁଚି ପୋଲିସ I ତେବେ ବୌଦ୍ଧ sp ଙ୍କ ନିର୍ଦେଶ ରେ କଣ୍ଟାମାଲ ଥାନା ଅଲିକୁଦ ଜଙ୍ଗଲ ରେ ଲାଗିଥିବା ବେଆଇନ 41,6ଏକର ରୁ ଉର୍ଦ୍ଧ ଗଂଜେଇ 41ହଜାର ଗଂଜେଇ ଗଛ କାଟି ନଷ୍ଟ କରିଛି ପୋଲିସ I ଥାନା ରେମାମଲା ରୁଜୁ କରି ତଦନ୍ତ I