ଭାଇ-ଭଉଣୀଙ୍କ ସ୍ନେହରେ ଭିଜିଲା କାରାଗାର ପରିସର ପବିତ୍ର ରକ୍ଷାବନ୍ଧନ ଅବସରରେ କୋରାପୁଟ ମଣ୍ଡଳ କାରାଗାରରେ ଦେଖିବାକୁ ମିଳିଲା ଭାଇ-ଭଉଣୀଙ୍କ ଭାବପୂର୍ଣ୍ଣ ମିଳନ। ଭଉଣୀମାନେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ସ୍ନେହ, ମମତା ଓ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କକୁ ସ୍ମରଣ କରିଥିଲେ। ରକ୍ଷାବନ୍ଧନର ଏହି ମୁହୂର୍ତ୍ତ ଅନେକଙ୍କ ପାଇଁ ଭାବପ୍ରବଣ ହୋଇଥିଲା।
Jeypore, Koraput | Aug 27, 2026