Public App Logo
Jansamasya
News
���ुलिस
Bjp
National
Police
Bihar
���िहार
���ीजेपी
Congress
Modi
Delhi
Viral
Crime
Odisha
Rajasthan
���मित_शाह
���िल्ली
Breakingnews
���हिला
Madhya_pradesh
Pmmodi
Ipl
Rahulgandhi
Haryana
Cricket
���ेजस्वी_यादव
Uttarakhand
Crimenews
Kolkata
No video available

ସୁନ୍ଦରଗଡ ସହର: ରାଣୀବଗିଚା ବାଇପାସ ରେ ଦୁର୍ଘଟଣା, ଗୋଟେ ଗାଈ ମୃତ, ଦୁଇ ଗାଈ ଗୁରୁତର।

ରାଣୀବଗିଚା ବାଇପାସ ରେ ଏକ ଅଜଣା ଗାଡ଼ି ଧକ୍କାରେ ଗୋଟେ ଗାଈ ର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା ଓ ଅନ୍ୟ ଦୁଇ ଗାଈ ଗୁରୁତର ଅବସ୍ଥାରେ ପ୍ରାଣୀ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।ସମାଜସେବୀ ଅଶୋକ ସାହୁ,ସୁମନ୍ତ ମହାପାତ୍ର ସମତେ ଅନ୍ୟ ଯୁବକ ମାନେ ରାସ୍ତା ରୁ ଉଦ୍ଧାର କରି ଜ଼ୀଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ରେ ଛାଡିଛନ୍ତି।