ଦେବଗଡ: ଟିଙ୍କବୀରରେ ମହାଲକ୍ଷ୍ମୀ ପୂଜା: ଧୁମ୍ଧାମ୍ରେ ହେଲା କଳସ ଯାତ୍ରା
ଦେବଗଡ଼ ଜିଲ୍ଲା ଟିଙ୍କବୀର ଗ୍ରାମରେ ମହାଲକ୍ଷ୍ମୀ ପୂଜା ପାଇଁ କଳସ ଯାତ୍ରା ଅନୁଷ୍ଠିତ । ଲାଲ ବାହାଦୂର ଯୁବକ ସଂଘ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜଟିଆ ପୋଖରୀରୁ ଜଳ ସଂଗ୍ରହ କରି ଶ୍ରଦ୍ଧାଳୁମାନେ ପୂଜା ମଣ୍ଡପକୁ ଆସିଛନ୍ତି । ଅପରାହ୍ନରୁ ଆରମ୍ଭ ହେବ ମା’ଙ୍କ ପୂଜାର୍ଚ୍ଚନା ।