ନର୍ଲା: କଳାହାଣ୍ଡି: ନର୍ଲାରେ ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଜବତ, ବ୍ୟବସାୟୀଙ୍କ ନାଁରେ ମାମଲା
ଦୀପାବଳି ପୂର୍ବରୁ କଳାହାଣ୍ଡି ଜିଲ୍ଲା ନର୍ଲା ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ। ନର୍ଲା ରୋଡରୁ ବେଆଇନ ଭାବେ ଗଚ୍ଛିତ ଥିବା ଲକ୍ଷାଧିକ ଟଙ୍କାର ବାଣ ଜବତ ସହ ବ୍ୟବସାୟୀ ଅନିଲ କୁମାର ଜୈନଙ୍କ ନାଁରେ ମାମଲା ରୁଜୁ କଲା ନର୍ଲା ପୋଲିସ।