#କେନ୍ଦ୍ରାପଡ଼ା_ଯୋଗାଣ_ବିଭାଗର_ଜେନା_ବାବୁଙ୍କୁ_ନେଇ_ଏବେ_ଜିଲ୍ଲାରେ ଜୋରଦାର ଚର୍ଚ୍ଚା !
କୁହାଯାଉଛି, ସରକାରୀ ସାମ୍ବାଦିକ ମାନଙ୍କୁ ଟଙ୍କା ବଣ୍ଟନ କରାଯାଇଛି ବୋଲି ଅଭିଯୋଗ ଉଠିଛି !
ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ କଳୁଷିତ କରିବାକୁ ଯୋଜନା ଚାଲିଛି କି ? ଏହାର ଉଚ୍ଚସ୍ତରୀୟ ତଦନ୍ତ ହେବା ଦରକାର ବୋଲି ବୁଦ୍ଧିଜୀବୀ ମହଲରେ ଦାବି ଜୋର ଧରିଛି।
#Kendrapara #KendraparaNews #SupplyDepartmentOdisha #JenaBabu #OdishaJournalism #BigBreaking #ViralNews #କେନ୍ଦ୍ରାପଡା #ଓଡିଶା_ଖବର #ଯୋଗାଣ_ବିଭାଗ
Bhubaneswar, Khordha | Oct 29, 2026