ଜଳେଶ୍ବର: ଜଳେଶ୍ୱରରେ ବନ ବିଭାଗର ଚଢ଼ାଉ: କାଠ ବୋଝେଇ ଇଞ୍ଜିନ ରିକ୍ସା ଜବଦ
ଜଳେଶ୍ୱର ବନ ବିଭାଗ ପକ୍ଷରୁ ଗୁରୁଦ୍ୱାରସପୁର ନିକଟରେ ଚଢ଼ାଉ କରାଯାଇ ବେଆଇନ କାଠ ବୋଝେଇ ଇଞ୍ଜିନ ରିକ୍ସା ଜବଦ କରାଯାଇଛି। ଘଟଣାରେ ଗୁରୁଦାସପୁର ଗ୍ରାମର ଦେବେନ୍ଦ୍ର ଦାସ ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ବନ ବିଭାଗ।