ଭୁବନେଶ୍ୱର: ପଶ୍ଚିମବଙ୍ଗ ସୀମାନ୍ତରେ ଏକ ଓରାଙ୍ଗଓଟାନ ଉଦ୍ଧାର, ମୂଲ୍ୟ 25 ଲକ୍ଷ ଟଙ୍କା
Bhubaneswar, Khordha | Sep 9, 2026
ଏସଟିଏଫ୍ ପଶ୍ଚିମବଙ୍ଗ ସୀମାନ୍ତରେ ଗୋଟେ ଓରାଙ୍ଗଓଟାନ ଉଦ୍ଧାର କଲେ। ମିଆଁମାରରୁ ସ୍ମଗଲିଙ୍ଗ ହେବା ସୂଚନା ମିଳିଛି। ଏହାର ମୂଲ୍ୟ ପ୍ରାୟ ପଚିସ ଲକ୍ଷ ଟଙ୍କା। ସିସିଟିଭି ଜାଞ୍ଚ ଚାଲିଛି।