କାମାକ୍ଷାନଗର: ଢ଼େଙ୍କାନାଳ କାମାକ୍ଷାନଗର ବାଇଶିଙ୍ଗା ଖେଳ ପଡ଼ିଆରେ ପଶିଲେ ହାତୀ ପଲ
ଢ଼େଙ୍କାନାଳ କାମାକ୍ଷାନଗରର ବାଇଶିଙ୍ଗା ପାଖ ଖେଳ ପଡ଼ିଆରେ ହାତୀ ପଲ ଦେଖିବାକୁ ମିଳିଛି। ସ୍ଥାନୀୟ ଅଞ୍ଚଳରେ ଆତଙ୍କ। ଜଙ୍ଗଲ ମୁହାଁ ନ ହେବାକୁ ବନ ବିଭାଗର ସତର୍କତା। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ନଜର ରଖିଛନ୍ତି।