Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Jharkhand
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी

ସିମୁଳିଆ: ରଘୁନାଥପୁର ଗ୍ରାମ ରେ ବିଦ୍ୟୁତ ସଂସ୍ପର୍ଶ ରେ ଆସି ମହିଳା ଙ୍କର ମୃତ୍ୟୁ

Similia, Balasore | Dec 18, 2025
ପାଣି ଗରମ କରୁଥିବା ବେଳେ କରେଣ୍ଟ ଲାଗି ମହିଳା ଙ୍କର ମୃତ୍ୟୁ l ଖଇରା ବ୍ଲକ ଡୁଙ୍ଗୁରା ପଞ୍ଚାୟତ ରଘୁନାଥପୁର ଗ୍ରାମ ର କାହ୍ନୁ ଚରଣ ବୈଶାଖୀ ଙ୍କ ସ୍ତ୍ରୀ ଯାଜ୍ଞସେନୀ ବେହେରା ଆଜି ଗାଧୋଇବା ପାଇଁ ପାଣି ହିଟର ରେ ପାଣି ଗରମ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇ ପଡ଼ିଥିଲେ | ସଂଜ୍ଞାହୀନ ଅବସ୍ଥାରେ ପରିବାର ଲୋକ ଉଦ୍ଧାର କରି ଖଇରା ମେଡିକାଲ ନେଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ l ଖବର ପାଇ ଆଜି ଅପରାହ୍ନ 4 ଘଟିକା ସମୟରେ ଖଇରା ପୋଲିସ ପହଁଚି ମୃତ ଦେହ କୁ ଜବଦ ରଖି ତଦନ୍ତ ଆରମ୍ଭ କରିଛନ୍ତି l
ସିମୁଳିଆ: ରଘୁନାଥପୁର ଗ୍ରାମ ରେ ବିଦ୍ୟୁତ ସଂସ୍ପର୍ଶ ରେ ଆସି ମହିଳା ଙ୍କର ମୃତ୍ୟୁ - Similia News