ପାରଳାଖେମୁଣ୍ଡି: ଗଜପତି ମାନବ ଚାଲାଣ ମାମଲା: ୨ ଅଭିଯୁକ୍ତଙ୍କ ଡିସଚାର୍ଜ ପିଟିସନ ଖାରଜ, ଆରମ୍ଭ ହେବ ବିଚାରଣା
ଗଜପତିରୁ ହାଇଦ୍ରାବାଦକୁ ମାନବ ଚାଲାଣ ମାମଲାରେ ଅଭିଯୁକ୍ତଙ୍କ ଡିସଚାର୍ଜ ପିଟିସନ ଖାରଜ। ଅଦାଲତ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ୍ କରି ବିଚାରଣା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।