Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Accident
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
Cricket

ତେଲକୋଇ: ବନବିହାରୀପୁର ଜୁଆଙ୍ଗ ସାହିରେ ଅପଟଣ ,ପୋଖରିକୁ ଗାଧୋଇବାକୁ ଯାଇ ଫେରିଲେନି ଯୁବକ

Telkoi, Kendujhar | Sep 4, 2025
ସୂଚନା ଅନୁଯାଇ ବନବିହାରୀ ପୁର ଜୁଆଙ୍ଗ ସାହିର ମଧୁ ଜୁଆଙ୍ଗ ପୋଖରିକୁ ଗାଧୋଇବାକୁ ଯାଇ ଆଉ ଫେରି ନାହିଁ । ଏହାକୁ ନେଇ ମଧୁଙ୍କ ପରିବାର ଅଗ୍ନିସମ ବିଭାଗକୁ ଖବର ଦେଇଥିଲେ ।ସେହି ପୋଖରୀ ରେ ତେଲକୋଇ ଅଗ୍ନିସମ ବିଭାଗ ଖୋଜିବା ପାରି ରଖିଛନ୍ତି । ତୁଠରେ ଗାମୁଛା ଚପଲ ପଡ଼ିରହିଛି । ଆଜି ପୂର୍ବାହ୍ନ ୧୧.୩୦ ମି. ସମୟରେ ପ୍ରତୀକ୍ରିୟା ରଖିଛନ୍ତି ପରିବାର ।