Public App Logo
Jansamasya
News
Bjp
National
Police
Bihar
India
जनसमस्या
कांग्रेस
भाजपा
Congress
Modi
Delhi
Viral
Crime
Jharkhand
Up
Iyc
Bollywood
दिल्ली
Patna
Breakingnews
महिला
Narendramodi
Madhya_pradesh
सोशल_मीडिया
Madhyapradesh
Pmmodi
Rahulgandhi
Ipl

#ରେଳ_ଫାଟକରେ_ଯୁବକଙ୍କ_ମୃତ୍ୟୁ #ପୋଲିସ_ପବ୍ଲିକ_ମୁହାଁମୁହିଁ ରେଳ ଫାଟକରେ ଯୁବକଙ୍କ ମୃତ୍ୟୁକୁ ନେଇ ପ୍ରବଳ ଉତ୍ତେଜନା। ୫ ଘଣ୍ଟା ଧରି ବନ୍ଦ ହେଲା ଜାତୀୟ ରାଜପଥ । ଆଜି ଭଦ୍ରକ ଜିଲ୍ଲା ପୀରହାଟ ଥାନା ଖେଦରପୁର ରେଳ ଫାଟକ ନିକଟରେ ଟ୍ରେନ୍ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ତାତିଥିଲେ ସ୍ଥାନୀୟ ଲୋକେ । ପରେ ୫ ଘଣ୍ଟାର ରାସ୍ତା ଅବରୋଧ ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା । #accidentnews #bharatnewsodia #bhadrak_collaboration

Singla, Balasore | Jun 8, 2026

MORE NEWS

#ବେଆଇନ_ମଦ_କାରବାର_ଉପରେ_ରୋକ_ଲଗାଇବା_ପାଇଁ_ଆକ୍ସନ #ମୋଡ୍_ରେ_ବାଲେଶ୍ବର_ଜିଲ୍ଲା_ପ୍ରଶାସନ
 ଗତ ଏକ ସପ୍ତାହ ମଧ୍ଯ ରେ ଜଳେଶ୍ବର ଥାନା ର ବିଭିନ୍ନ ଅଞ୍ଚଳରେ ଚଢଉ କରି 40 ଲକ୍ଷ ରୁ ଉର୍ଧ୍ବ ଟଙ୍କା ର ଦେଶୀ ଏବଂ ବିଦେଶୀ ମଦ ଜବଦ କରା ଯାଇଥିବା ବେଳେ ଗତକାଲି ଭୋର ସମୟରେ ବାଲିଆପାଳ ଥାନା ଅନ୍ତର୍ଗତ ବାଲିକୁଟି ପଞ୍ଚାୟତର କେଶୁଡିହା ନିକଟରେ ଗୋଟିଏ ପିକଅପ ଭ୍ଯାନ ଏବଂ ଗୋଟିଏ ବଲେରୋ ଗାଡି ରେ ଦେଶୀ ମଦ ଭର୍ତ୍ତି ହୋଇ ଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ବସ୍ତା ଏସଡିପିଓ ଙ୍କ ନିର୍ଦ୍ଦେଶ କ୍ରମେ  ବାଲିଆପାଳ ପୋଲିସ ର ଏକ ସ୍ବତନ୍ତ୍ର ଟିମ୍ ଅଚାନକ ଚଢଉ କରି ଥିଲା, ଘଟଣା ସ୍ଥଳରୁ  ଦୁଇ ଜଣ ଡ୍ରାଇଭର ଗିରଫ ହୋଇଥିବା ବେଳେ ଦୁଇଟି ଗାଡି ରୁ 4 ହଜାର ଲିଟର ରୁ ଉର୍ଧ୍ଯ ଦେଶୀ ମଦ ଏବଂ 52 ହଜାର ନଗଦ ଟଙ୍କା ଜବଦ କରା ଯାଇଛି, ଯାହାର ଆନୁମାନିକ ମୂଲ୍ଯ 8 ଲକ୍ଷ ଟଙ୍କା ରୁ ଉର୍ଧ୍ବ ହେବ ବୋଲି ବାଲିଆପାଳ ଥାନା ପରିସର ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ବସ୍ତା ଏସଡିପିଓ ସମର୍ଥ ବେହେରା l 
#bharatnewsodia #raid #Jaleswar #baliapal #langaleswar

#ବେଆଇନ_ମଦ_କାରବାର_ଉପରେ_ରୋକ_ଲଗାଇବା_ପାଇଁ_ଆକ୍ସନ #ମୋଡ୍_ରେ_ବାଲେଶ୍ବର_ଜିଲ୍ଲା_ପ୍ରଶାସନ ଗତ ଏକ ସପ୍ତାହ ମଧ୍ଯ ରେ ଜଳେଶ୍ବର ଥାନା ର ବିଭିନ୍ନ ଅଞ୍ଚଳରେ ଚଢଉ କରି 40 ଲକ୍ଷ ରୁ ଉର୍ଧ୍ବ ଟଙ୍କା ର ଦେଶୀ ଏବଂ ବିଦେଶୀ ମଦ ଜବଦ କରା ଯାଇଥିବା ବେଳେ ଗତକାଲି ଭୋର ସମୟରେ ବାଲିଆପାଳ ଥାନା ଅନ୍ତର୍ଗତ ବାଲିକୁଟି ପଞ୍ଚାୟତର କେଶୁଡିହା ନିକଟରେ ଗୋଟିଏ ପିକଅପ ଭ୍ଯାନ ଏବଂ ଗୋଟିଏ ବଲେରୋ ଗାଡି ରେ ଦେଶୀ ମଦ ଭର୍ତ୍ତି ହୋଇ ଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ବସ୍ତା ଏସଡିପିଓ ଙ୍କ ନିର୍ଦ୍ଦେଶ କ୍ରମେ ବାଲିଆପାଳ ପୋଲିସ ର ଏକ ସ୍ବତନ୍ତ୍ର ଟିମ୍ ଅଚାନକ ଚଢଉ କରି ଥିଲା, ଘଟଣା ସ୍ଥଳରୁ ଦୁଇ ଜଣ ଡ୍ରାଇଭର ଗିରଫ ହୋଇଥିବା ବେଳେ ଦୁଇଟି ଗାଡି ରୁ 4 ହଜାର ଲିଟର ରୁ ଉର୍ଧ୍ଯ ଦେଶୀ ମଦ ଏବଂ 52 ହଜାର ନଗଦ ଟଙ୍କା ଜବଦ କରା ଯାଇଛି, ଯାହାର ଆନୁମାନିକ ମୂଲ୍ଯ 8 ଲକ୍ଷ ଟଙ୍କା ରୁ ଉର୍ଧ୍ବ ହେବ ବୋଲି ବାଲିଆପାଳ ଥାନା ପରିସର ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ବସ୍ତା ଏସଡିପିଓ ସମର୍ଥ ବେହେରା l #bharatnewsodia #raid #Jaleswar #baliapal #langaleswar

Singla, Balasore | Jun 8, 2026

👉#୨୦ଲକ୍ଷ_ଟଙ୍କାର_ଦେଶୀ_ଏବଂ_ବିଦେଶୀ_ମଦ_ଜବତ 
👉#ଗୋଟିଏ_କାର_ଏବଂ_ଗୋଟିଏ_ବାଇକ_ଜବଦ 
👉#୪ଜଣ_ମଦ_ବ୍ୟବସାୟୀ_ଗିରଫ 
#bharatnewsodia #raid #Jaleswar #balasore

👉#୨୦ଲକ୍ଷ_ଟଙ୍କାର_ଦେଶୀ_ଏବଂ_ବିଦେଶୀ_ମଦ_ଜବତ 👉#ଗୋଟିଏ_କାର_ଏବଂ_ଗୋଟିଏ_ବାଇକ_ଜବଦ 👉#୪ଜଣ_ମଦ_ବ୍ୟବସାୟୀ_ଗିରଫ #bharatnewsodia #raid #Jaleswar #balasore

Singla, Balasore | Jun 6, 2026

#ଆକ୍ସନ_ମୋଡ଼ରେ_ବାଲେଶ୍ଵର_ଅବକାରୀ । 
ବେଆଇନ ମଦ କାରବାର କରୁଥିବା ୪ ଜଣ ବେପାରୀ ଗିରଫ । ୨୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ଅପମିଶ୍ରିତ ଦେଶୀ ବିଦେଶୀ ମଦଜବଦ ଗୋଟିଏ କାର ଓ ଗୋଟିଏ ବାଇକ ମଧ୍ୟ୍ୟ ଜବଦ  । ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ର ବିଭିନ୍ନ ଅଞ୍ଚଳ ରେ ଚଢ଼ାଉ କରିଥିଲେ ଅବକାରୀ ବିଭାଗ ।
#bharatnewsodia  #Raid #balasore #Jaleswar

#ଆକ୍ସନ_ମୋଡ଼ରେ_ବାଲେଶ୍ଵର_ଅବକାରୀ । ବେଆଇନ ମଦ କାରବାର କରୁଥିବା ୪ ଜଣ ବେପାରୀ ଗିରଫ । ୨୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ଅପମିଶ୍ରିତ ଦେଶୀ ବିଦେଶୀ ମଦଜବଦ ଗୋଟିଏ କାର ଓ ଗୋଟିଏ ବାଇକ ମଧ୍ୟ୍ୟ ଜବଦ । ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ର ବିଭିନ୍ନ ଅଞ୍ଚଳ ରେ ଚଢ଼ାଉ କରିଥିଲେ ଅବକାରୀ ବିଭାଗ । #bharatnewsodia #Raid #balasore #Jaleswar

Singla, Balasore | Jun 6, 2026