ନୟାଗଡ: ଦଶପଲ୍ଲା ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟରେ ସାହିତ୍ୟ କର୍ମଶାଳା, ଯୋଗଦେଲେ ବିଧାୟକ
ଦଶପଲ୍ଲା ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଅକ୍ଷ ଦଶପଲ୍ଲାର ମିଳିତ ସହଯୋଗରେ ଏକଦିବସୀୟ ସାହିତ୍ୟ କର୍ମଶାଳା ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ସାହିତ୍ୟ ଓ ସୃଜନଶୀଳ ଲେଖନୀର ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି।