ପୁରୀ: ପୁରୀରେ ଅଧିକାର ମିତ୍ର ସ୍ଵେଚ୍ଛାସେବୀଙ୍କ ପାଇଁ ତାଲିମ ଶିବିର
Puri, Puri | Oct 27, 2026
ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଅଧିକାର ମିତ୍ର ସ୍ଵେଚ୍ଛାସେବୀଙ୍କ ପାଇଁ ଏକ ତାଲିମ ଶିବିର ଆୟୋଜିତ ହୋଇଛି । ଏଥିରେ ସ୍ଵେଚ୍ଛାସେବୀ ମାନଙ୍କୁ ସେମାନଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଛି ।