କୋକସରା: କଲମପୁରରେ ସ୍ପୋର୍ଟସ୍ କମ୍ପ୍ଲେକ୍ସ ପାଇଁ ତହସିଲଦାରଙ୍କୁ ଭେଟିଲେ ଯୁବକ
କଲମପୁରରେ ପ୍ରସ୍ତାବିତ ସ୍ପୋର୍ଟସ୍ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଆବଶ୍ୟକ ଜମି ଯୋଗାଇ ଦେବାକୁ ଦାବି କରି ତହସିଲଦାରଙ୍କୁ ସ୍ମାରକ ପତ୍ର ଦେଲେ ସ୍ଥାନୀୟ ଯୁବକ। ଅନ୍ୟତ୍ର ଜମି ଚିହ୍ନଟ ହେବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦେଖାଦେଇଛି ଅସନ୍ତୋଷ।