ଓରମାସ୍ ପରିସରରେ ଖାଦ୍ୟ ସୁରକ୍ଷା ବିଭାଗର ବଡ଼ ଚଢ଼ାଉ। ତେଲର ଗୁଣବତ୍ତା ଓ କୃତ୍ରିମ ରଙ୍ଗ ବ୍ୟବହାର ଯାଞ୍ଚ ସହ ନଷ୍ଟ ହେଲା ୫୦୦ କିଲୋ ବାସି ଖାଦ୍ୟ। ଖାଦ୍ୟ ନିରାପତ୍ତା ପାଇଁ ସତର୍କ କଲେ ଅଧିକାରୀ।