Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Cbi
Mathura
Fatehpur
Jodhpur
Amitshah
Uppolice
Punjab

ଓରିଏଣ୍ଟ: ଝାରସୁଗୁଡା ଏବଂ ବ୍ରଜରାଜନଗର ର ବିଭିନ୍ନ ଖେଳ ପଡିଆରେ ସାଂସଦ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହେବା ନେଇ ପ୍ରତିକ୍ରିୟା ଦେଲେ ବରଗଡ଼ ସାଂସଦ

Orient, Jharsuguda | Nov 19, 2025
ଆସନ୍ତା ଡିସେମ୍ବର ୨୧ ରୁ ୨୫ ତାରିଖ ପର୍ଯ୍ୟନ୍ତ ଝାରସୁଗୁଡା ଏବଂ ବ୍ରଜରାଜନଗର ର ବିଭିନ୍ନ ଖେଳ ପଡିଆରେ ସାଂସଦ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହେବ l ଏଥିରେ ଭାଗ ନେବା ପାଇଁ ୩୫୦୦ ରୁ ଉର୍ଦ୍ଧ ପ୍ରତିଯୋଗୀ ଆବେଦନ କରି ସାରିଲେଣି l ଫୁଟବଲ, ଖୋଖୋ, କ୍ରିକେଟ, ଦୌଡ଼କୁଦ ପରି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ବ୍ରଜରାଜନଗରରେ ଆଜି ଅପରାହ୍ନ ୨ ଟାରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ପ୍ରତିକ୍ରିୟା ଦେଇଛନ୍ତି