ରେମୁଣା: ଶ୍ରୀକୃଷ୍ଣପୁରରେ ରିଲିଫ ଚାଉଳ ବଣ୍ଟନ କଲେ ବିଧାୟକ ଗୋବିନ୍ଦ ଦାସ
ରେମୁଣା ବିଜ୍ଞାପିତ ଅଞ୍ଚଳ ପରିଷଦର ଶ୍ରୀକୃଷ୍ଣପୁର ଠାରେ ରିଲିଫ ଚାଉଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ। ସରକାରୀ ଦଳର ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଯୋଗଦେଇ ଚାଉଳ ବଣ୍ଟନ କରିବା ସହ ଅଞ୍ଚଳବାସୀଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି।