ସିମୁଳିଆ: ରେମୁଣା ମାଧବେନ୍ଦ୍ର ଗୌଡ଼ୀୟ ମଠରେ ପୁଣି ଚୋରି, ସିସିଟିଭି ଭିଡିଓ ଭାଇରାଲ
ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ରୁଦ୍ରପୁର ଶ୍ରୀ ମାଧବେନ୍ଦ୍ର ଗୌଡ଼ୀୟ ମଠରେ ମାତ୍ର ଦୁଇ ସପ୍ତାହ ଭିତରେ ଦୁଇ ଥର ଚୋରି। ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଉଦ୍ବେଗ ପ୍ରକାଶ ପାଇଛି।