ବ୍ରହ୍ମପୁୁର ମ୍ୟୁନିସିପାଲଟି କର୍ପୋରେସନ: ବ୍ରହ୍ମପୁର ମହାମାୟୀପୁରର ୯୨ ପରିବାରଙ୍କ ପଟ୍ଟା ସମସ୍ୟା ନିମିତ୍ତେ ଧାରଣା
ବ୍ରହ୍ମପୁର ମହାମାୟୀପୁର ମୌଜାର ୯୨ ପରିବାର ପଟ୍ଟା ସମସ୍ୟା ନେଇ ଶାନ୍ତିପୂର୍ଣ୍ଣ ଧାରଣା କରିଛନ୍ତି। ମୂଲ ରେକର୍ଡର ଭୁଲ ଓ ଟାଳଟୁଳ ପଦକ୍ଷେପ ନେବାରେ ଅସନ୍ତୋଷ ଜଣାଇ ପ୍ରଶାସନଙ୍କୁ ଜରୁରୀ ପଦକ୍ଷେପ ନେବାକୁ ଦାବି କରାଯାଇଛି।