ସୁନ୍ଦରଗଡ ସହର: ସୁନ୍ଦରଗଡ଼ ରେ ଏବିଭିପି ର ୭୬ ତମ ସ୍ଥାପନ ଦିବସ ପାଳନ।
ଆଜି ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ର ଖେଳ ପଡ଼ିଆରେ ଏବିଭିପି ର ୭୬ତମ ସ୍ଥାପନ ଦିବସ ପାଳନ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ବିଭାଗ ପ୍ରମୁଖ ପ୍ରଫୁଲ୍ଲ ଧରୁଆ ବିଦ୍ୟାର୍ଥୀ ପରିଷଦ ର ଇତିହାସ ବିଷୟରେ ବିଦ୍ୟାର୍ଥୀ ମାନଙ୍କୁ ଜଣେଇଥିଲେ।