Public App Logo
Jansamasya
News
पुलिस
Bjp
National
Police
Bihar
India
चुनाव
बीजेपी
भाजपा
Congress
Modi
Delhi
Viral
Up
Rajasthan
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi
यूपी

ବଲାଙ୍ଗୀର: ତୁଷୁରା ରୋଡ଼ରେ ବାଇକ ଦୁର୍ଘଟଣା, ଜଣେ ଆହତ ମେଡିକାଲ ରେ ଭର୍ତ୍ତି

Balangir, Balangir | Oct 4, 2025
ତୁଷୁରା ରୋଡ଼ରେ ବାଇକ ଦୁର୍ଘଟଣା, ଜଣେ ଆହତ ବଲାଙ୍ଗୀର ତୁଷୁରା ରୋଡ଼ ରେ ଏକ ବାଇକ ର ଭାରସାମ୍ୟ ହରେଇ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ଜଣକ ଦିଗାମ୍ବର ନାଗ ବୋଲି ପରିଚୟ ମିଳିଛି। ଘଟଣା ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଆଜି ରାତି ୯ଟା ସମୟରେ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି। ଆହତ ଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି।

MORE NEWS