Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Cbi
Mathura
Fatehpur
Jodhpur
Amitshah
Uppolice
Punjab

ସଦର: ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୨୪ତମ ମନକି ବାତ୍ କାର୍ଯ୍ୟକ୍ରମ କୁ ନେଇ କଳାହାଣ୍ଡି ବିଜେପି ଜିଲ୍ଲା ସଭାପତି ଯୁଗଲ କିଶୋର ପୋଡ଼ ଙ୍କ ପ୍ରତିକ୍ରିୟା।

Sadar, Kalahandi | Jul 27, 2025
କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଯୁଗଲ କିଶୋର ପୋଡ଼ ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ୧୨୪ତମ ମନକି ବାତ୍ କାର୍ଯ୍ୟକ୍ରମ କୁ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି। ଗ୍ରାମାଞ୍ଚଳ ର ବିକାଶ ରେ ପ୍ରେରଣା ଆଉ ମୋଦୀ ଙ୍କ ଦୁରଦର୍ଶିତା ବଡ ସହାୟକ ହେବ ।କୋଣ ଅନୁକୋଣ ଥିବା ଉଦ୍ୟୋଗୀ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକଙ୍କୁ ଉତ୍ସାହିତ କରିବା ଏହା ଦେଶରେ ପ୍ରଥମ ପ୍ରଧାନମନ୍ତ୍ରୀ।
ସଦର: ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୨୪ତମ ମନକି ବାତ୍ କାର୍ଯ୍ୟକ୍ରମ କୁ ନେଇ କଳାହାଣ୍ଡି ବିଜେପି ଜିଲ୍ଲା ସଭାପତି ଯୁଗଲ କିଶୋର ପୋଡ଼ ଙ୍କ ପ୍ରତିକ୍ରିୟା। - Sadar News