ଜଟଣୀ ରାଜା ବଜାର ସୋନି ଜୁଏଲରି ସଟର କାଟି ଲୁଟ ଘଟଣାର ସିସିଟିଭି ଭିଡ଼ିଓ ଭାଇରାଲ ହୋଇଛି | ଆଜି ରାତି 9 ଘଣ୍ଟିକା ସମୟରେ ଭିଡ଼ିଓ ଭାଇରାଲ ହୋଇଛି |