ନୂଆପଡା: ନୂଆପଡ଼ାରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳିତ, 10 ଜଣ ଚାଷୀ ସମ୍ବର୍ଦ୍ଧିତ
ନୂଆପଡ଼ା ଜିଲ୍ଲା ସିଲଦାରେ ପାଳିତ ହେଲା ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ-2026। କୃଷି ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାଣ୍ଡିଆର ପୁଷ୍ଟିକର ଗୁଣ ଓ ଚାଷ ପ୍ରଣାଳୀ ଉପରେ ଗୁରୁତ୍ୱ ଦିଆଯାଇଛି। ସଫଳ 10 ଜଣ ପ୍ରଗତିଶୀଳ ଚାଷୀଙ୍କୁ ଏଠାରେ ସମ୍ବର୍ଦ୍ଧିତ କରାଯାଇଛି।