ନୟାଗଡ: ନୟାଗଡ଼ରେ ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ଖଟି ଅନୁଷ୍ଠିତ
ନୟାଗଡ଼ ପ୍ରିନ୍ସ ହୋଟେଲଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଛି ସାମ୍ବାଦିକ ଖଟି। ଏଥିରେ ଜିଲ୍ଲା ପ୍ରଭାରୀ ମାନସ ଚୌଧୁରୀଙ୍କ ସମେତ ବହୁ କଂଗ୍ରେସ ନେତୃବୃନ୍ଦ ଯୋଗଦେଇ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଜିଲ୍ଲାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି।