Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Accident
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
Cricket

ଲାଞ୍ଜିଗଡ: ଥୁଆମୁଳ ରାମପୁର ବିଡ଼ିଓଙ୍କ ସଂଯୋଜନାରେ ସମିତି ସଭାଗୃହ ଠାରେ ପାଳନ ହେଲା ୭୬ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ

Lanjigarh, Kalahandi | Nov 1, 2025
ଶନିବାର ନଭେମ୍ବର ୧ ତାରିଖ। କଳାହାଣ୍ଡି ଜିଲ୍ଲା ଗଠନ ଦିବସ। ୭୬ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳନ ଅବସରରେ ଥୁଆମୁଳ ରାମପୁର ବ୍ଲକ ପ୍ରଶାସନ ପକ୍ଷରୁ ମହାସମାରୋହରେ ପାଳନ କରାଯାଇଛି। ବିଡିଓ ଧର୍ମରାଜ ମାଝୀଙ୍କ ସଂଯୋଜନାରେ ଏହି ଉତ୍ସବ ପାଳନ କରାଯାଇଛି।