Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Accident
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
Cricket

ବୀରମିତ୍ରପୁର: ନୂଆଗାଁ ବ୍ଲକର ପିଏମଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ଖୁଣ୍ଟଗାଁ ବାର୍ଷିକ କ୍ରୀଡା ମହୋତ୍ସବ ୨୦୨୫-୨୬ ଅନୁଷ୍ଠିତ

ନୂଆଗାଁ ବ୍ଲକର ପିଏମଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ଖୁଣ୍ଟଗାଁ ପରିସରରେ ଚଳିତ ଶିକ୍ଷାବର୍ଷ ୨୦୨୫-୨୬ର ବାର୍ଷିକ କ୍ରୀଡା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବିଦ୍ୟାଳୟର ପ୍ରିନସିପାଲ ତନୁଜା ନନ୍ଦିନୀ ତନ୍ତିଙ୍କ ଆଧ୍ୟକ୍ଷତାରେ ଆରମ୍ଭ କରାଯାଇଥିଲା।ଉକ୍ତ ଉତ୍ସବରେ ଖୁଣ୍ଟଗାଁ ସରପଞ୍ଚ ସୁମିତ୍ରା ଓରାମ,ଏସ.ଏମ.ସି ଉପସଭାପତି ମଧୁସୂଦନ ସାହୁ,ହଳଧର ବାରିକ, ବୁଦ୍ଧେଶ୍ୱର ପ୍ରମୁଖ ଯୋଗ ଦେଇଥିଲେ।

MORE NEWS