ପୁରୀ: ପୁରୀରୁ ତୀର୍ଥଯାତ୍ରାରେ ଗଲେ 127 ବରିଷ୍ଠ ନାଗରିକ, ଯିବେ ବାରାଣସୀ ଓ ଅଯୋଧ୍ୟା
Puri, Puri | Oct 27, 2026
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ପୁରୀ ଜିଲ୍ଲାରୁ 127 ଜଣ ବରିଷ୍ଠ ନାଗରିକ ବାରାଣସୀ ଓ ଅଯୋଧ୍ୟା ଗସ୍ତ କରିଛନ୍ତି। ନଭେମ୍ବର 2 ତାରିଖରେ ସେମାନେ ଫେରିବେ। ଯାତ୍ରା ପୂର୍ବରୁ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।